ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ବାବୁ

ବାଲିଗୁଡ଼ା ଥାନା ବଡ଼ଗାଁର ଶୁକଦେବ ମଲିକଙ୍କ ନିକଟରୁ ଟ୍ରାସ ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନିରୀକ୍ଷକ ତାରିଣୀ

Read more