ଇଣ୍ଡିଆନ ଆଇଡ଼ଲ-୧୦ର ବିଜେତା ସଲମାନ

ଇଣ୍ଡିଆନ ଆଇଡଲ ୧୦ର ବିଜେତା ସାଜିଛନ୍ତି ସଲମାନ ଅଲ୍ଲି। ତାଙ୍କ ସହ ଆଉ ଚାରିଜଣ ପ୍ରତିଯୋଗୀ ରହିଥିବା ବେଳେ ସର୍ବଧିକ ଭୋଟ ନେଇ ବାଜି ମାରିଛନ୍ତି ସଲମାନ।

Read more