ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେବି : ମହାରଥୀ

ଭୁବନେଶ୍ୱର() ମହାରଥୀଙ୍କ ନାଁରେ ବିଜେପି ଆଣିଥିବା ସାଙ୍ଘାତିକ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଦୀପ ମହାରଥୀ । ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ

Read more