naveen with un team

Latestରାଜ୍ୟ

ଭୁବନେଶ୍ୱରରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରତିରୋଧକ କେନ୍ଦ୍ର

ଭୁବନେଶ୍ୱର () ଓଡିଶାରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରତିରୋଧକ ତଥା ପୁନର୍ଗଠନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘର ପ୍ରତିନିଧି ଦଳକୁ ଅନୁରୋଧ କରିଛନ୍ତି

Read More