earthquake

ଜାତୀୟ

ଆଣ୍ଡାମାନରେ ଭୂମିକମ୍ପ

ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଚର ସ୍କେଲରେ ଭୂମକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି।

Read More