ଆହତଙ୍କୁ ଡାକ୍ତରଖାନା ନେଲେ ମିଳିବ ପୁରସ୍କାର

ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେଲେ ମିଳିବ ପୁରସ୍କାର । ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ

Read more