ଏସ୍‌ପିଙ୍କ ମାନବିକତା, ବଂଚିଲା କୁନିଝିଅର ଜୀବନ

ଫୁଲବାଣୀ : ରକ୍ତ ଦାନ ଜୀବନ ଦାନ । ଏଭଳି ମହତ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ୍‌ ସିଂ ।

Read more