ପୁଣି ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି , କାରଣ ପଢନ୍ତୁ…

ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି । ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Read more