ବାତ୍ୟା ବୁଲବୁଲ ପରେ କାହିଁକି ଆକାଶ ହୋଇଗଲା ଗୋଲାପୀ ଜାଣନ୍ତୁ

ଭୁବନେଶ୍ୱର() ବାତ୍ୟା ବୁଲବୁଲ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଅପରାହ୍ନରେ ଏକ ବିରଳ ଦୃଶ୍ୟ ଦେଖାଦେଇଥିଲା। ବାତ୍ୟା ବୁଲବୁଲ ପରେ ଆକାଶରେ ମେଘ ରହିଥିଲା ।

Read more