Latestରାଜ୍ୟ ଭୁବନେଶ୍ୱେରେ ଭୟଙ୍କର ସ୍ଥିତି, ଆଉ ୧୨୪ ପଜିଟିଭ July 17, 2020 admin ଭୁବନେଶ୍ୱର() ଭୁବନେଶ୍ୱେରେ କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି । ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୧,୦୪୩କୁ ବୃଦ୍ଧି ପାଇଛି । Share