ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍‌

ଡିଜେ ଆଜେକ୍ସ ମୃତ୍ୟୁରେ ଟୁଇଷ୍ଟ । ଆସିଲା ରୋଚତ ତଥ୍ୟ । ମୃତ୍ୟୁ ପଛରେ ବ୍ରେକଅପ କାରଣ ଥାଇପାରେ ବୋଲି ବଢିଲା ସନ୍ଦେହ । ଆଜେକ୍ସ ସହ ବାନ୍ଧବୀ ଜିଜ୍ଞାସାରା ବ୍ରେକଅପ ହୋଇଥିଲା । ଅନ୍ୟ ଗଣେ ଯୁବତୀଙ୍କ ସହ ସର୍ମ୍ପକ ଜାଣିବା ପରେ ବିବାଦ ଉପୁଜିଥିଲା । ସତ୍ୟାସତ ଜାଣିବ ପାଇଁ ଉଭୟ ଆଜେକ୍ସ ସହ କଲ କନଫରେନ୍ସ କରିଥିଲେ । ସେହି କନଫରେନ୍ସ କଲ ପ୍ରମାଣ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

4 × one =