ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତି, ଭିଜିଲାନ୍ସ କବଜାରେ ପିସିସିଏଫ୍ ପାଠକ
ଭୁବନେଶ୍ୱର() ଦୁର୍ନୀତି ବିରୋଧରେ ସରାକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି । ଅସଜଡ଼ାଙ୍କୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି କଡ଼ା ପଦକ୍ଷେପ
Read More