ରାଜନୀତି

politics

ରାଜନୀତି

ଆତ୍ମଘୋଷିତ ବିଜୁ-ପ୍ରେମୀଙ୍କ ବିଜୁ କ୍ରାନ୍ତି ଦଳ

ଭୁବନେଶ୍ବର () ବିଜେଡିରୁ ବହିଷ୍କତ ବିବାଦୀୟ ନେତା ଡାକ୍ତର ଦାମୋଦର ରାଉତ ଏବେ ନୂଆ ଦଳ ଗଢିବା ଯୋଜନାରେ ଅଛନ୍ତି । ସେ ନିଜପରି କିଛି ଆତ୍ମଘୋଷିତ ବିଜୁୁୁ 

Read More
Latestରାଜନୀତି

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର—ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତିଶୃତି ଦେଇଛନ୍ତି । ତ୍ରିପୁରାରେ ଓଡିଆ

Read More
Latestରାଜନୀତି

ମନ୍ତ୍ରୀପଦ ରଦ୍ଦ ପାଇଁ ମହିଳା ମୋର୍ଚ୍ଚାର ଆନ୍ଦେଳନ

ଭୁବନେଶ୍ୱର—କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମନ୍ତ୍ରୀ ପଦ ରଦ୍ଦ କରିବା ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚର୍ା ମକ୍ଷରୁ ଆସନ୍ତାକାଲି ଓ ୨୯ ତାରିଖ ୨ ଦିନ ଧରି

Read More
Latestରାଜନୀତି

ରବିନନ୍ଦଙ୍କ ଗିରଫ ଦାବି କଲେ ବିଧାୟକ

ଜୟପୁର—ରାଜନଅର ଠାରେ ହୋଇଥିବା ଗୁଳି କାଣ୍ଡରେ ବାପପୁଅ ଆହତ ଘଟଣାରେ ବିଧାୟକ ତାରା ପ୍ରସାଦ ବାହୀନିପତି ପୁର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ ସପୃକ୍ତ

Read More
Latestରାଜନୀତି

ନବୀନଙ୍କ ଠାରୁ ଆଶିର୍ବାଦ ନେଲେ କମଲ ହାସନ

ଚେନ୍ନାଇ—ଚେନ୍ନାଇରେ ଓଡିଶାଭବନ ଉଦଘାଟନ ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମକଲନିଧ ମାଇଆମ ଦଳର ନେତା ତଥା ଅଭିନେତା କମଲ ହାସନ । ଉଭୟଙ୍କ ମଧ୍ୟରେ ବହୁ

Read More
Latestରାଜନୀତି

ବିଜେପି ନେତାଙ୍କ ଗାଡି ପୋଡିଦେଲେ ଦୁର୍ବୃର୍ତ

ଭୁବନେଶ୍ୱର ଖାରବେଳନଗର ସ୍ଥିତ ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ଗାଡି ପୋଡିଲେ ଦୁବୃର୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡି ଗାଡିକୁ

Read More
Latestରାଜନୀତି

ବିଜେପି ମହିଳା କର୍ମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର—କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ଘରକୁ ଧସେଇ ପଶିବା ପାଇଁ ବିଜେପିର ମହିଳା କର୍ମୀମାନେ ଉଦ୍ୟମ କରୁଥିବା ବେଳେ କମିଶନରେଟ ପୁଲିସ ସେମାନଙ୍କୁ ଉଠାଇ ନେଇଛି ।ଜଣେ ମହିଳାଙ୍କର

Read More
Latestରାଜନୀତି

ଯେକୌଣସି ସମୟରେ ହୋଇପାରେ ନିର୍ବାଚନ

ଭୁବନେଶ୍ୱର () ଯେକୌଣସି ସମୟରେ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କାମିଶନ ତାରିଖ ଘୋଷଣା କରିପାରନ୍ତି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ

Read More
Latestରାଜନୀତି

ଦାଗୀ ନେତାଙ୍କ ଉପରେ ରୋକ ଲଗାଇଲା ନାହିଁ ସୁପ୍ରିମକୋର୍ଟ

ନିର୍ବାଚନ ଲଢ଼ିବେ ଦାଗୀ ନେତା ? ଅପରାଧୀକ ମାମଲା ଥିବା ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତି ଶୁଣାଇଛନ୍ତି । ଚାର୍ଜସିଟ ଆଧାରରେ ନେତାଙ୍କ

Read More
Latestରାଜନୀତି

ବିଜେଡି ନେତାଙ୍କ ଗୁଳିରେ ବାପପୁଅ ଗୁରୁତର

ଜୟପୁର(କୋରାପୁଟ)-ସ୍ଥାନୀୟ ରାଜନଅର ଛକ ଠାରେ ଦୁର୍ବୃର୍ତ ମାନଙ୍କର ଗୁଳି ମାଡରେ ବାପ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିସô୍ା ପାଇଁ ଜୟପୁର ଡାକ୍ତରଖାନାରେ

Read More