ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ , ଆଉ ବଢିବନି ଅବଧି
ଭୁବନେଶ୍ୱର() ବଢିବନି ସର୍ବକ୍ଷମା ଅବଧି । ଏନେଇ ଆଜି ବିଧାନସଭାରେ ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସୁଯୋଗ
Read Moreଭୁବନେଶ୍ୱର() ବଢିବନି ସର୍ବକ୍ଷମା ଅବଧି । ଏନେଇ ଆଜି ବିଧାନସଭାରେ ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସୁଯୋଗ
Read Moreଭୁବନେଶ୍ୱର() ସିଲ ହେଲା ପଟିଆ ବିଗ ବଜାର । ସିଲ କରୁଛି ବିଏମସି । ବିଏମସି କମିଶନର ଓ ବରିÂ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ସିଲ ।
Read Moreଭୁବନେଶ୍ୱର() ରାଜ୍ୟରେ ୧୦, ୨୧୦ ଦେହଜୀବୀ । ଏନେଇ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ ସବୁଠାରୁ ଅଧିକ ଦେହଜୀବୀ
Read Moreବ୍ରହ୍ମପୁର () ବ୍ରହ୍ମପୁର ଏସ୍ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି ।
Read Moreପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପିଏମ୍ଏୱାଇ(ଜି) ରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ତାଙ୍କର
Read Moreଝାରସୁଗୁଡା() ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ଘଟଣାରେ ୩ଦିନିଆ ରିମାଣରେ ଗଲେ ଅନୁପ ସାଏ ।ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ
Read Moreରାୟଗଡ () ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲା ବିଜେଡି । ମୋଟ ୧୩ ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜିମାରିଲା ବିଜେଡି
Read Moreଭୁବନେଶ୍ୱର () ଆଜି ଧର୍ମଗଡରେ ଭାଇରାଲ ହେଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ ।
Read Moreବ୍ରିଟେନରେ ରହୁଥିବା ୨୮ବର୍ଷ ମହିଳା ଫ୍ରାଙ୍କି କୋନ୍ସିଡିନ୍ ଏକ ସାକ୍ଷାତକାରରେ କହିଛନ୍ତି ୧୩୦ଜଣ ପୁରୁଷଙ୍କ ସହ ଶୋଇ ସାରିଛନ୍ତି।ଫଳରେ ତାଙ୍କୁ ଶାରିରୀକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ
Read Moreଭୁବନେଶ୍ୱର() ଆଜି ବିଧାନଭାରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି , ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ
Read More