ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା
ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ
Read Moreଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ
Read Moreକନ୍ଦରପୁର ଟୋଲ ଗେଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗାଡିକୁ ଧକ୍କା ଦେବା ପରେ ଫାଟିଲା ବାଇକର ପେଟ୍ରେଲ ଟାଙ୍କି । ନିଆଁ ଲାଗି
Read Moreଭୁବନେଶ୍ୱରରେବିଜେପିରହରତାଳ।ମୁଖ୍ୟମନ୍ତ୍ରୀଙ୍କଇସ୍ଥପାଦାବିରେରାଜରାସ୍ତାକୁଓହ୍ଲାଇଲାବିଜେପି।ଟାୟାରଜାଳିଭୁବନେଶ୍ୱରରେରାସ୍ତାରୋକକଲେବିଜେପିକର୍ମୀ।
Read Moreନ୍ୟୁଜିଲାଣ୍ଡକୁ ବାତ୍ୟା ଗେବ୍ରିୟଲ ଭୟ । ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ
Read Moreନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ
Read Moreପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ
Read Moreକ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ,
Read Moreପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି ।
Read Moreପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Read Moreହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ
Read More