ଜ୍ୟୋତି ସିଏନସି ଅଟୋମେସନ୍ ଲିମିଟେଡର ଇନିସିଆଲ୍ ପବ୍ଲିକ ଅଫର୍ ଜାନୁୟାରୀ ୦୯, ୨୦୨୪ରେ ଖୋଲିବ
ଭୁବନେଶ୍ୱର: ଭାରତର ଅଗ୍ରଣୀ ମେଟାଲ କଟିଙ୍ଗ୍ କମ୍ପ୍ୟୁଟର ନ୍ୟୁମେରିକାଲ୍ କଂଟ୍ରୋଲ୍ (ସିଏନସି) ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତି ସିଏନସି ଅଟୋମେସନ୍ ଲିମିଟେଡ୍ (“କମ୍ପାନୀ”) ଇକ୍ୱିଟି ପ୍ରଦାନ ଘୋଷଣା
Read More