ଅର୍ଥନୀତିକୁ କେନ୍ଦ୍ର ସରକାର ଗୋଳିଆ କରିଛନ୍ତି : ସ୍ବାମୀ

ନୂଆଦିଲ୍ଲୀ () କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଗତ 5 ବର୍ଷ ମଧ୍ୟରେ ଦେଶର ବୃହତ୍ତର ଅର୍ଥନୈତିକ ବ୍ୟବସ୍ଥାକୁ ଗୋଳିଆ କରିଦେଇଛନ୍ତି ।

Read more