କରୋନା କଟକଣା ମଧ୍ୟରେ ଚାଲିଛି ସ୍ନାନ ନୀତି

ପୁରୀ: କରୋନା କଟକଣା ଲାଗି ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ମହାସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଭାବେ ପାଳିତ ହୁଏ ଏହି ଦିବ୍ୟ ତଥା ପବିତ୍ର ସ୍ନାନଯାତ୍ରା

Read more