ପୁଣ ଉଦ୍ଧାର ହେଲେ ୭ ଦାଦନ ଶ୍ରମିକ

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ଜଣ ଦାଦନ ଶ୍ରମିକ। ଫଶି ରହିଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁନ୍ଦରଗଡ଼ ହେମଗିରି

Read more