ପଞ୍ଜାବ: ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ବିଜୟୀ

ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଭଗବନ୍ତ ମାନ୍ ପଞ୍ଜାବର ଧୁରୀ ଆସନରୁ ବିଜୟ ହାସଲ କରିଛନ୍ତି। ଭଗବନ୍ତ ମାନ ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି

Read more