ଆଜି ସରିଲା ଛତିଶଗଡ଼ ଅନ୍ତିମ ପର୍ୟ୍ୟାୟ ପ୍ରଚାର

ଦ୍ୱିତୀୟ ତଥା ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଉଭୟ କଂଗ୍ରେସ ଏବଂ ବିଜେପିର ହେଭିୱେଟଙ୍କୁ ଆଜି ମଇଦାନରେ ଦେଖିବାକୁ ମିଳିବ ।

Read more