ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ହେବ ଭୋଟ ଗ୍ରହଣ ।

Read more