ଓଡିଶା ସମେତ ୪ ରାଜ୍ୟକୁ ନୋଟିସ୍

ନୂଆଦିଲ୍ଲୀ() ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ମାମଲାରେ ଓଡିଶା ସମେତ ୪ ରାଜ୍ୟଙ୍କୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ । ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି । ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ଏମ.ଏ ବୋବଡେଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହେଉଛି ।

Share

Leave a Reply

Your email address will not be published. Required fields are marked *

5 × 1 =