ଆରମ୍ଭ ହେଲା ରଥଟଣା

ପୁରୀ: ବିନା ଭକ୍ତରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ଗଢ଼ିଛି ଭାଇ ବଳଭଦ୍ରଙ୍କ ରଥ । ସେବାୟତମାନେ ରଥଟାଣୁଛନ୍ତି । ଏହାପରେ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବ । ଶେଷରେ ହଟିଆ ଠାକୁର ମହାପ୍ରଭୁଙ୍କ ରଥଟାଣିବେ ସେବାୟତ । କରୋନା କଟକଣା ମଧ୍ୟରେ ସମସ୍ତ ନୀତି ସମ୍ପର୍ଣ୍ଣ ହେବା ପରେ ରଥଟଣା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen + ten =