ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ କରୋନା ପଜିଟିଭ

ଭଦ୍ରକ()  ସାରା ରାଜ୍ୟରେ ଏବେ କରୋନାର ପ୍ରକୋପ ବଢି ବଢି ଚାଲିଛି । ସାଧାରଣ ଜନତାଙ୍କ ସମେତ ବହୁ ନେତା, ମନ୍ତ୍ରୀମାନେ ବି ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ କରୋନାରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 2 =