ନିରାକାରପୁର ପୋଲିସର ଏନକାଉଣ୍ଟର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ତରଫରୁ ଏନକାଉଣ୍ଟର। ଏନକାଉଣ୍ଟର ରେ କୁଖ୍ୟାତ ଅପରାଧି ବବୁଲ ଆହତ।ବବୁଲ ର ବାମଗୋଡରେ ଗୋଟିଏ ଗୁଳି ବାଜିଥିବା ବେଳେ ଆହତ ଅପରାଧି ବବୁଲ ପୋଲିସ ଉପରକୁ ବୋମାମାଡ କରିଥିଲା ା ବୋମାମାଡରେ ଥାନା ଅଧିକାରୀ, ଏଏସଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ପୋଲିସ ଏନକାଉଣ୍ଟର ରେ ଆହତ ବବୁଲକୁ ମେଡିକାଲ ରେ ଚିକିତ୍ସା ପାଇଁ ଭତ୍ତର୍ି କରିଛି ା

Share

Leave a Reply

Your email address will not be published. Required fields are marked *

4 × three =