ରଥଯାତ୍ରାରେ କରୋନା ସତର୍କତା ଅବଲମ୍ବନ କରିବେ ସମସ୍ତ ସେବାୟତ

ପୁରୀ() ପ୍ରତିବର୍ଷ ପୁରୀରେ ପବିତ୍ର ଓ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ହୋଇଥାଏ । କିନ୍ତୁ ଚଳିତଥର କରୋନା ନେଇ ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦରେ ରହିଥିଲେ । ଏହାରିମଧ୍ୟରେ ରଥଯାତ୍ରାକୁ ନେଇ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ସବୁଜ ସଙ୍କେତ ଦେଇଥିବା ସୂଚନା ରହିଛି । ଚଳିତଥର କଟକଣା ଯୁକ୍ତ ହେବ ରଥଯାତ୍ରା ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିିଟିର ସଦସ୍ୟ ରହିଛନ୍ତି ରାମଚନ୍ଦ୍ର ଦାସମହାପାତ୍ର । କରୋନା ସତର୍କତା ଅବଲମ୍ବନ କରିବେ ସମସ୍ତ ସେବାୟତ । ସତର୍କତା ଭିତିରେ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ହେବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − six =