୮ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ୮ ଜିଲ୍ଲାକୁ ସତର୍କ ସୂଚନା । ଉତ୍ତର ଓଡିଶା ଏବଂ ଏହାର ଆଖପାଖ ଅଂଚଳରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କହିଛନ୍ତି ଆଚଂଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା ଦେବଗଡ, ସୋନପୁର, ଢେଙ୍କାନାଳ,ବୌଦ୍ଧ,ଅନୁଗୁଳ, ସୁନ୍ଦରଗଡ,କେନ୍ଦୁଝର ଓ ଝାରସୁଗୁଡା ।

Share

Leave a Reply

Your email address will not be published. Required fields are marked *

10 + twelve =