ଭୁବନେଶ୍ୱର ଏୟାରପୋର୍ଟରୁ ପୁଣିଥରେ ସୁନା ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୩୪୦ ଗ୍ରାମ ସୁନା ଜବତ କରାଯାଇଛି। କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା।ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ତେବେ ଏହା ପ୍ରଥମ ଥର ନୁହେଁ ପୂବର୍ରୁ ମଧ୍ୟ ବାରମ୍ବାର ଏ ପରି ବିମାନବନ୍ଦରରୁ ସୁନା ଚୋରା ଚାଲାଣ ବେଳେ ଜବତ ହୋଇଛି ା

Share

Leave a Reply

Your email address will not be published. Required fields are marked *

five × 4 =