କମିଲା ସୁନା ଦର

ଭୁବନେଶ୍ୱର() କମିଲା ସୁନା ଦର । ଗୁରୁବାରରେ ବି ସୁନା ଦର ଭାରତରେ କମିବାରେ ଲାଗିଛି । ପ୍ରତି ୧୦ ଗ୍ରାମକୁ ସୁନା ଦର ଗତ କାଲି ଅପେକ୍ଷ ୦.୬୬ ପ୍ରତିଶତ କମିଯାଇଛି । ସୁନା ୧୦ ଗ୍ରାମ ପ୍ରତି ଏବେ ୩୭,୬୦୦ ଟଙ୍କାରେ ପହଞ୍ଚିଛି । ସୁନା ଦର ପ୍ରତି ୧୦ ଗ୍ରାମ ୨,୩୦୦ ଟଙ୍କାରୁ ଅଧିକ କମିଛି।

ସେପ୍ଟେମ୍ବର ପ୍ରଥମ ସପ୍ତାହର ସୁନା ରୂପା ଦର ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା ଅତିକ୍ରମ କରିଥିଲା ।

Share

Leave a Reply

Your email address will not be published. Required fields are marked *

11 + 1 =