ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରୁ ଖସିଲା ଫୁଲମାଳ …

ଭୁବନେଶ୍ୱର () ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ରଥ ଯାତ୍ରା । ମହାପ୍ରଭୁ ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ଆସି ରଥାରୂଢ ହେବା ପରେ ରୀତିନୀତି ଅନୁଯାୟୀ ଜଗନ୍ନାଥଙ୍କ ଆଦ୍ୟ ସେବକ ତଥା କୋଟି ଓଡ଼ିଆଙ୍କ ମଉଡମଣି ଉତ୍କଳର ଗଜପତି ମହାରାଜ ରଥରେ ସୁନା ଖଡିକାରେ ଛେରାପହଁରା କରିଥାନ୍ତି । ଗଜପତି ମହାରାଜ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ । ଏଥିପାଇଁ ତାଙ୍କ ଉପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଆଶୀର୍ବାଦ ରହିଥାଏ । ଏହା ଏହି ଭିଡ଼ିଓରେ ମହାପ୍ରଭୁଙ୍କ ମସ୍ତକରୁ ପୁଷ୍ପମାଳ ଖସିବାରୁ ପ୍ରମାଣିତ ହୋଇଛି । ଛେରାପହଁରା ସମୟରେ ରଥରେ ଗଜପତି ପୂଜା କରି ମୁଣ୍ଡିଆ ମାରିବା ସମୟରେ ମହାପ୍ରଭୁଙ୍କ ମସ୍ତକରୁ ଫୁଲ ମାଳଟି କେମିତି ଖସୁଛି ଦେଖନ୍ତୁ।

Share

Leave a Reply

Your email address will not be published. Required fields are marked *

twenty − one =