ଅଗ୍ନିଶମ କର୍ମଚାରୀଙ୍କ ପାଇଁ ୬ପରିବାର ବାସଶୁନ୍ୟ

ନୟାଗଡ–ଅଗ୍ନିଶମ କର୍ମଚାରୀଙ୍କ ଧର୍ମଘଟ ଫଳରେ ଆଜି ଏଠାରେ ୬ଟି ପରିବାରର ୮ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଧର୍ମଘଟରେ ମିଶିଥିବାରୁ ନିଆଁ ଲିଭାଇବା ପାଇଁ ଆସିନଥିଲେ । ଯାହାଫଳରେ ୬ଟି ପରିବାରର ଲକ୍ଷାଧିକ ଟଙ୍କାର ସଂମ୍ପତି ନଷ୍ଟ ହୋଇଯାଇଥିଲା । ସେହିପରି ବାରିପଦା ଠାରେ ଗୋଟେ ଶିଶୁ କୂଅ ଭିତରକୁ ଗଳିପଡିଥିଲେ ଖବର ପାଇ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ସେଠାକୁ ଉଦ୍ଧାର ପାଇଁ ଯାଇନଥିଲେ । ଏହି ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

13 − five =