ବିରଳ ପ୍ରଜାତିର ମାଛ ଉଦ୍ଧାର, ଗାଲିରେ ହେଉଛି ଛିଡା

ଚାନ୍ଦବାଲି ()  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଏହି ମାଛ ତାର ଦୁଇ ଗାଲି ସାହାଯ୍ୟରେ ମାଟି ଉପରେ ଛିଡ଼। ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରିପାରୁଛି । ଉଦ୍ଧାର ହୋଇଥିବା ମାଛଟିର ୪ଟି ଆଖି ରହିଛି । ମାଛଟିର ଓଜନ ୩ କେଜି ହେବ ।

ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡ଼। ପରି ହୋଇଛି । ଏହି ମାଛକୁ ଆଳଙ୍କରିକ ବା ଆର୍ଟିଫିସିଆଲ୍ ବ୍ଲାକ୍ ଡ଼।ଇମଣ୍ଡ୍ ମାଛ ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସାଧାରଣ ମାଛ ତୁଳନାରେ ଭିନ୍ନ ଅଟେ । ଏହି ମାଛକୁ କେହି ଖାଆନ୍ତିନାହିଁ ।

Share

Leave a Reply

Your email address will not be published. Required fields are marked *

1 × 1 =