ଦୁଇ ପ୍ରତିଶତ ବଢିଲା ମହଙ୍ଗା ଭତା

ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟେଗ (ପିଏସୟୁ)ର କର୍ମରାରୀ ମାନଙ୍କର ମହଙ୍ଗା ଭତା ବୃଦ୍ଧି କରାଯାଇଛି । ଏସମ୍ପର୍କରେ ସରକାରୀ ବିଂଗ୍ୟପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାର ସେମାନଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବଢ଼ାଇଛନ୍ତି। ଏହି ବୃଦ୍ଧି ପରେ ପିଏସ୍ୟୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯%କୁ ବୃଦ୍ଧି ପାଇଛି।
ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ପୁର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତା ବୃଦ୍ଧି କରାଯାଇଥିଲା କିନ୍ତୁ ପିଏସୟୁ କର୍ମଚାରୀ ମାନଙ୍କର ମହଙ୍ଗା ଭତା ବୃଦ୍ଧି କରାଯାଇ ନଥିଲା ।

Share

Leave a Reply

Your email address will not be published. Required fields are marked *

5 × four =