ଆକ୍ସନ ମୁଡରେ ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ରହିଛି ବିଏମସି । ଭୁବନେଶ୍ୱରରେ କୋଭିଡ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ । ଆଜନ୍ରାଜଧାନୀର ବଡ଼ ବଡ଼ ସୋରୁମ୍ ସିଲ୍ କରିଛି ବିଏମସି । ଇନ୍ଦ୍ରଧନୁ ମାକେର୍ଟରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଛି ବିଏମସି । ଏହାସହ ରାଜଧାନୀର ଏକ ବଗ୍ମାର୍ଟକୁ ମଧ୍ୟ ସିଲ କରାଯାଇଛି । ସେପଟେ ଗ୍ୟାରେଜ ଛକରେ ଥିବା ଉତ୍କଳ ବାର ଓ ରେଷ୍ଟୁରାଣ୍ଟକୁ ମଧ୍ୟ ସିଲ୍ କରିଥିବା ନଜରକୁ ଆସିଛି ।

Share

Leave a Reply

Your email address will not be published. Required fields are marked *

three − 3 =