କରୋନାରେ ଆଉ ୧୪ ମୃତ

ଭୁବନେଶ୍ୱର() ରାଜ୍ୟରେ କରୋନା ପୁଣି ୧୪ ଜଣଙ୍କ ଜୀବନ ନେଇଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୭୦ରେ ପହଁଚିଛି ।
ତେବେ ଆଜି ବାଲେଶ୍ୱରରେ ୨, ବରଗଡ଼ରେ ୧, କଟକରେ ୨, ଜଗତସିଂହପୁରରେ ୨, ଯାଜପୁରରେ ୧, ଖୋର୍ଦ୍ଧାରେ ୨, ମାଲକାନାଗିରିରେ ୨, ପୁରୀରେ ୧ ଓ ସୁନ୍ଦରଗଡ଼ରେ ଜଣେ ମୃତୁ୍ୟବରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + seventeen =