ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ

ଭୁବନେଶ୍ୱର: ଆଜି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି । ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ଆସିବ ପଲିସି । ଓଡ଼ିଶା ସ୍ୟଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ ମୋହର । ୨୦୨୫ ସୁଦ୍ଧା ସମସ୍ତ ଯାନର ୨୦% ଇ-ଯାନ ପାଇଁ ବ୍ୟବସ୍ଥା କରାଯିବ ।

Share

Leave a Reply

Your email address will not be published. Required fields are marked *

18 + 3 =