ବିଧାନସଭା ବୈଠକରେ ପାରିତ ହେଲା ବ୍ୟୟ ମଞ୍ଜୁରି ବିଲ୍

ଭୁବନେଶ୍ୱର ()ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା । ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍ । ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନରେ ପାସ୍ ହୋଇଥିବା ନେଇ ସୂଚନା ରହିଛି । ଏହାସହ ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଥିବା ନେଇ ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

three × 5 =