ଧରାପଡିଲେ ‘ମୋ ବସ’ ଲୁଟେରା

ମେ। ବସ୍ ରୁ ଚୋରି କରିଥିବା ୨ ଲୁଟେରା ଗିରଫ । ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୁଇ ଲୁଟେରା ସଂଜୟ ସିଂହ ଓ ଗଣେଶ ପ୍ରଧାନ ଗିରଫ । ଚୋରି ମୋବାଇଲ ଫୋନ , ଲାପଟପ୍ , ଟଙ୍କା ଓ, ମନିପର୍ସ ଜବତ ।
ଗତକାଲି ମୋ ବସରୁ ଚୋରି ହୋଇଥିଲା । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟି ନେଇଥିଲେ ଲୁଟେ୍‌ରା । ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀଙ୍କ ମୋବାଇଲ ଲୁଟ୍ ହୋଇଥିଲା । ଲେଡି ଲୁଟେରା ୨ ଛାତ୍ରୀଙ୍କ ମୋବାଇଲ ଲୁଟ କରିଥିବା ପୁଲିସର ସନ୍ଦେହ ହୋଇଥଲା ।ଲୁଟର ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗତ ବୁଧବାର ଦିନ ମୋ ବସରେ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଲୁଟ ହୋଇଥିଲା । ଆଗରୁ ମଧ୍ୟ ମୋ ବସ ରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

two × 4 =