ୟେସ ବ୍ୟାଙ୍କର ନୂଆ ବୋର୍ଡ ଖୁବ ଶୀଘ୍ର ଗଠନ ହେବ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ () ୟେସ ବ୍ୟାଙ୍କର ପୁର୍ନଗଠନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀମତାରମଣ ଦେଲେ ଆଶ୍ୱସ୍ତି । ନୂଆ ବିଜ୍ଞପ୍ତିର ୩ ଦିନ ପରେ କଟକଣା ଉଠିବ ବୋଲି କହିଛନ୍ତି ନିର୍ମଳା ସୀତାରଣ । ଏହାସହ ୟେସ ବ୍ୟାଙ୍କର ନୂଆ ବୋର୍ଡ ଖୁବ ଶୀଘ୍ର ଗଠନ ହେବ ।
ସେପଟେ ୟେସ୍ ବ୍ୟାଙ୍କକୁ ପୁନର୍ଗଠନ ପାଇଁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ । ଜମାକାରୀଙ୍କ ସ୍ୱାର୍ଥ ପାଇଁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ । ପୁନର୍ଗଠନ ପ୍ରକ୍ରିୟାରେ ଷ୍ଟେଟ୍ ବ୍ୟାଙ୍କର ବଡ ଭୂମିକା ରହିବ ।

Share

Leave a Reply

Your email address will not be published. Required fields are marked *

twenty − sixteen =