ପାକିସ୍ତାନରେ ସେଓ କିଲୋ ୪୦୦ଟଙ୍କା

ନୂଆଦିଲ୍ଲୀ()  ଦିନକୁ ଦିନ ପାକିସ୍ତାନରେ ମହଙ୍ଗା ହେବାକୁ ଲାଗିଛି ଜିନିଷର ଦାମ୍ । ଯଦି ପାକ୍ ରେ ଏଭଳି ସ୍ଥିତି ଲାଗିରହିଲା ତେବେ ଧନୀଶ୍ରେଣୀର ଲୋକ ମଧ୍ୟ କିଛି କିଣିବା ପାଇଁ ସମର୍ଥ ହୋଇପାରିବେ ନାହିଁ । ଦେଶରେ ବିଜୁଳି ଓ ତେଲ ଦର ବୃଦ୍ଧି ହେବା ସହ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି ।

ପାକିସ୍ତାନରେ କ୍ଷୀର ଲିଟର ପିଛା ୨୦୦ଟଙ୍କା , ସେଓ କିଲୋ ୪୦୦ଟଙ୍କା , କମଳା କିଲୋ ୩୬୦ଟଙ୍କା, କଦଳୀ ୧୫୦ଟଙ୍କା ଥିବା ବେଳେ ମଟନ କିଲୋ ୧୧୦୦ଟଙ୍କାରେ ପହଞ୍ଚିଛି ।ଗତ ୧୧ ଦିନରୁ ଲଗାତାର ଏଥିରେ ଦୁର୍ବଳତା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

fifteen + thirteen =