ବିରାଟଙ୍କୁ ହେଲା ୩୦

ମାଣ୍ଡିଆରେ କାଲସିଅମ, ପ୍ରୋଟିନ. ଭିଟାମିନ ସବୁ ରହିଥାଏ । ମାଣ୍ଡିଆ ଖାଇଲେ ହାଡ ଶକ୍ତ ହେବା ସହ ଦାନ୍ତ ମଜବୁତ ହୋଇଥାଏ । ଶରୀରକୁ ଥଣ୍ଡା ରଖିଥାଏ ଏବଂ ଶରୀରର ଓଜନ ମଧ୍ୟ କମାଇବାରେ ସାହଯ୍ୟ କରିଥାଏ ।ମାଣ୍ଡିଆ ଖାଇବା ଦ୍ୱାରା ଦେହର କୋଲୋଷ୍ଟ୍ରାଲ କମ୍ ହୋଇଥାଏ । ମଣିଷର ଚିନ୍ତା ହ୍ରାସ କରିବାପାଇଁ ମାଣ୍ଡିଆ ଖାଇବା ଏକାନ୍ତ ଆବଶ୍ୟକ । ଏହା ବ୍ୟତିତ ମାଣ୍ଡିଆ ଖାଇବା ଦ୍ୱାରା ଡାଇବେଟିସ , ଥାଇରଡ ଏବଂ କୋଷ୍ଟକାଠିନ୍ୟ ଭଳି ରୋଗ ମଧ୍ୟ ଭଲ ହୋଇଥାଏ । ମାଣ୍ଡିଆ ଖାଇଲେ ଗର୍ଭବତୀ ମହିଳା ମାନଙ୍କର ହେମୋଗ୍ଲୋବିନ ଓ କ୍ଷୀର ମଧ୍ୟ ବୃଦ୍ଧି ପାଏ ।

Share

Leave a Reply

Your email address will not be published. Required fields are marked *

twelve − one =