ଟୋକିଓ ପାରାଲିମ୍ପିକ୍ସ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

ଟୋକଓ: ଆଜି ଭାରତ ଲାଗି ପଦକର ଦିନ । ସକାଳୁ ଭାରତ ୪ଟି ପଦକ ଜିତିଥିବା ବେଳେ ଏବେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ଭାରତ ପାରାଲିମ୍ପିକ୍ସରେ ୭ଟି ପଦକ ହାସଦଲ କରିଛି । ଏଥି ମଧ୍ୟରେ ୨ଟି ସ୍ୱର୍ଣ୍ଣ ପଦକ ରହିଛି । ଆଜି ସକାଳେ ସୁଟର ଅବନୀ ଲଖେର ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

4 × 2 =