ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ

ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ। ଭୋଟ ହାର ରହିଛି ୭୭.୨% । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫%, ଅନୁଗୁଳରେ ୮୨.୬% ଓ ଝାରସୁଗୁଡ଼ାରେ ୮୨.୧ପ୍ରତିଶତ ମତଦାନ ହୋଇଛି। ଖୋର୍ଦ୍ଧାରେ ୭୧%, କଟକରେ ୭୬.୮୭% ଓ ପୁରୀରେ ୭୬.୩୨ ପ୍ରତିଶତ ଭୋଟଗ୍ରହଣ ହୋଇଛି।

Share

Leave a Reply

Your email address will not be published. Required fields are marked *

sixteen − six =