ବଦଳିଲେ ୮ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟାପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ସତ୍ୟଦେବ ନାରାୟଣ ହେଲେ ତ୍ରିପୁରା ରାଜ୍ୟପାଳ । ରମେଶ ବୈଶ୍ୟ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ । ବନ୍ଦାରୁ ଦତ୍ତାତ୍ରେୟ ହେଲେ ହରିୟାଣା ରାଜ୍ୟପାଳ । କର୍ଣ୍ଣାଟକର ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ । ମିଜୋରାମ ରାଜ୍ୟପାଳ ହୋଇଛନ୍ତି ହରିବାବୁ କମ୍ଭଂପତି । ମଙ୍ଗୁଭାଇ ଛଗନଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ । ରାଜେନ୍ଦ୍ର ବିଶ୍ୱନାଥ ହେଲେ ହିମାଞ୍ଚଳ ପ୍ରଦେଶ ରାଜ୍ୟପାଳ । ଶ୍ରୀଧରନ ପିଲାଇ ହେଲେ ଗୋଆ ରାଜ୍ୟପାଳ ।

Share

Leave a Reply

Your email address will not be published. Required fields are marked *

four − two =