ଆଶାରାମଙ୍କ ପୁଅଙ୍କୁ ଆଜୀବନ ଜେଲ୍ ଦଣ୍ଡ

ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ଆଜୀବନ ଜେଲ୍ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସୁରତ କୋର୍ଟ । ଆଜୀବନ ଜେଲ ଦଣ୍ଡ ସହ ତାଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିବ । ଏପ୍ରିଲ ୨୬ ତାରିଖରେ ସୁରତରେ ରହୁିଥିବା ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଆଶାରାମଙ୍କ ପୁଅ ନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଆଉ ଆଜି ଏହି ଘଟଣାର ଶୁଣାଣି କରି ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଦେଇଛନ୍ତି ସୁରତ କୋର୍ଟ ।

Share

Leave a Reply

Your email address will not be published. Required fields are marked *

14 + 17 =