ମେ ୩ ଯାଏଁ ଦେଶ ଲକ୍ ଡାଉନ ରହିବ: ମୋଦି

ନୂଆଦିଲ୍ଲୀ ()କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍ ଡାଉନ ରହିବ । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।
ଏହାସହ ସେ କହିଛନ୍ତି ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ପାଇଁ କିଛି ମାତ୍ରାରେ ସଫଳ ହୋଇଛି । ଲୋକେ ବହୁତ କଷ୍ଟ ସହି ଦେଶକୁ ବଞ୍ଚାଇଛନ୍ତି । ଲକଡାଉନରେ ଆପଣମାନେ ମହୁତ କଷ୍ଟ ପାଇଛନ୍ତି । ଲୋକଙ୍କ ଖାଇବା ପିଇବା, ଯାତାୟତରେ ସୁବିଧା ହୋଇଛି । ଦେଶର ଜନତା ଯେଭଳି ନିୟମ ପାଳିଛନ୍ତି ତାହା ପ୍ରେରଣାଦାୟୀ ।

Share

Leave a Reply

Your email address will not be published. Required fields are marked *

twenty + fourteen =