ପାକିସ୍ତାନର ପୋଲିସ ଏହି ଭାରତୀୟ ଯୁବତୀ

ନୂଆଦିଲ୍ଲୀ()   ପୁଷ୍ପା କୋହଲି ପ୍ରଥମ ଭାରତୀୟ ମହିଳା ଯିଏ ପାକିସ୍ତାନର ସିନ୍ଧ୍ ପୋଲିସରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର(ଏଏସଆଇ) ଭାବେ ଯୋଗ ଦେଇଛନ୍ତି। ପାକିସ୍ତାନର ହ୍ୟୁମାନ ରାଇଟ୍ସ ଓ ବ୍ଲଗର କପିଲ ଦେବ ଟ୍ବିଟକରି ପୁଷ୍ପାଙ୍କ ସଂପର୍କରେ ସୂଚନା ଦେଇଛନ୍ତି।

ସିନ୍ଧ୍ରେ ହେଉଥିବା ପୋଲିସ ପ୍ରତିଯୋଗୀତା ପରୀକ୍ଷାରେ ପୁଷ୍ପା କୋହଲି ପାସକରି ସବଇନ୍ସପେକ୍ଟର ପଦ ଲାଭ କରିଛନ୍ତି।ସେହିପରି ୨୦୧୯ ମସିହା ଜାନୁଆରିମାସରେ ଭାରତୀୟ ମହିଳା ସୁମନ ପଓ୍ବାନ ବୋଦନ ପାକିସ୍ତାନର ସିଭିଲ ଏଣ୍ଡ ଜୁଡିସିଆଲି ମାଜିଷ୍ଟ୍ରେଟ ଭାବେ ଜଏନ କରିଥିଲେ।

Share

Leave a Reply

Your email address will not be published. Required fields are marked *

three × 5 =