ଘୋଷଣା ହୋଇପାରେ ବିଜେଡିର ମେୟର ପ୍ରାର୍ଥୀ ତାଲିକା

ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା ଦେଇଛନ୍ତି ଦଳୀୟ ବିଧାୟକ ସୁଶାନ୍ତ ରାଉତ ।
ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିର୍ବାଚନ ଲାଗି ବିଜେଡିର ମେୟର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । କିଛି ସମୟ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ ।

Share

Leave a Reply

Your email address will not be published. Required fields are marked *

seventeen − 16 =