ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଆଜି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରୋହିତ ଆଜତକ ପୂର୍ବରୁ ଜୀ ନ୍ୟୁଜରେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ ଆଜତକରେ ଯୋଗଦେବା ପରେ ସେଠାରେ ‘ଦଙ୍ଗଲ’ କାର୍ଯ୍ୟକ୍ରମ କରୁଥିଲେ । ରୋହିତଙ୍କ ଦେହାନ୍ତରେ ଅନେକ ବରିଷ୍ଠ ସାମ୍ବାଦିକ, ରାଜନେତା ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି । ଟିଭିରେ ଜଣେ ଲୋକପ୍ରିୟ ଚେହେରା ମଧ୍ୟ ଥିଲେ ।

Share

Leave a Reply

Your email address will not be published. Required fields are marked *

4 × four =